ଜମି ପାଇଁ ଶ୍ରୀଲିଙ୍ଗରାଜ ଖାଡ଼ା ଉପାସ:ଜଗନ୍ନାଥଙ୍କ ପାଇଁ ବହୁ ଚିନ୍ତା, ଲିଙ୍ଗରାଜଙ୍କ ପାଇଁ କିଛି ନାହିଁ

ପୁରୁଣା ଭୁବନେଶ୍ୱର: ଜମି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର। ହେଲେ ସେ ଜମିର ମାଲିକାନାକୁ ନେଇ ଆଜି ବିବାଦ ଏମିତି ଉଗ୍ର ରୂପ ନେଇଛି ଯେ, ପ୍ରଭୁ ଲିଙ୍ଗରାଜଙ୍କୁ ଦିନତମାମ୍ ଖାଡ଼ା ଉପାସ ପକାଇ ଦିଆଗଲା। ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅପାରଗତାର ଫାଇଦା ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଆଜି ଶ୍ରୀ ଲିଙ୍ଗରାଜଙ୍କ ସବୁ ନୀତିକାନ୍ତି ବନ୍ଦ କରିଦେଇଥିଲେ ହେଁ ପ୍ରଶାସନ କେବଳ ନିରବଦ୍ରଷ୍ଟା ସାଜିଛି। ପ୍ରଭୁ … Continue reading ଜମି ପାଇଁ ଶ୍ରୀଲିଙ୍ଗରାଜ ଖାଡ଼ା ଉପାସ:ଜଗନ୍ନାଥଙ୍କ ପାଇଁ ବହୁ ଚିନ୍ତା, ଲିଙ୍ଗରାଜଙ୍କ ପାଇଁ କିଛି ନାହିଁ